ହୟାତ୍ ଭରିରେ Hayāt bharire

  • ଦେ. କ୍ରି. ବିଣ — ଜୀବିତକାଳ ମଧ୍ୟରେ — In the course of a lifetime
  • ଦେ. କ୍ରି. ବିଣ — (ଯଥା—ଯେଉଁ ସାଆନ୍ତାଣୀ ମୋ ପରି ଅଯୋଗ୍ୟ ନିଷ୍କର୍ମା ପାଇଁ ଦାନାପାଣି ଖଞ୍ଜିଛନ୍ତି, ତାଙ୍କ ଉପକାର ମୁଁ ହୟାତ୍ଭରିରେ ସୁଝି ପାରିବି ନାହିଁ।]