ହୟାରୋହ Hayāroha

  • ଦେ. ବି. (ସଂ. ହୟାରୋହୀ) — ଅଶ୍ୱାରୋହୀ — A horse-rider
  • ଦେ. ବି. (ସଂ. ହୟାରୋହୀ) — [ଉ— ହୟାରୋହମାନେ ଯେ ଗଜାରୋହ ତୁଲେ, ତୁଣରୁ ବାଣ ବାଛିକରି ଯୁଦ୍ଧ କଲେ— କୃଷ୍ଣସିଂହ, ମହାଭାରତ, କର୍ଣ୍ଣପର୍ବ।]