ହୟଗ୍ରୀବ Hayagrība
- ସଂ. ବିଣ. ପୁଂ [ବହୁବ୍ରୀହି; ହୟର ଗ୍ରୀବା ପରି ଗ୍ରୀବା ଯାହାର, ହୟ+ଗ୍ରୀବା] — ଯାହାର ବେକ ଘୋଡ଼ାର ବେକ ପରି ଲମ୍ବା — Having a long neck like that of a horse
- ବି. ପୁଂ — ଶାଳଗ୍ରାମବିଶେଷ — A sort of Ṡāḻagrāma
- ବି. ପୁଂ — [ଶାଳଗ୍ରାମ ତଳେ ଟୀକା ଦେଖ] — (See notes under Ṡāḻagrāma]
- ବି. ପୁଂ — ଦୈତ୍ୟବିଶେଷ [ଦ୍ର—ଏ ଦୈତକୁ ବିଷ୍ଣୁ ମତ୍ସ୍ୟାବତାରରେ ବଧ କରି ମଧୁକୈଟଭଙ୍କ ଦ୍ୱାରା ହୃତ ବେଦକୁ ଉଦ୍ଧାର କରିଥିଲେ [ମହାଭାରତ, କାଳିକାପୁରାଣ] — Name of a demon killed by Bishṇu in his Fish-incarnation
- ବି. ପୁଂ — (ଉ— ମାୟାବୀ ପ୍ରଚଣ୍ଡ ଦାନବ, ନାମ ତାହାର ହୟଗ୍ରୀବ— ଜଗନ୍ନାଥ, ଭାଗବତ।]
- ବି. ପୁଂ — ବିଷ୍ଣୁଙ୍କ ଅବତାରବିଶେଷ [ମତାନ୍ତରରେ ନୃସିଂହାବତାର] — An incarnation of Bishṇu
- ଦେ. ବି. ପୁଂ — ଲୋକଙ୍କ ନାମ — A name given to males