ହୟ ଶାସ୍ତ୍ର Haya ṡāstra

  • ସଂ. ବି (ମ. ପ. ଲୋ) — ଅଶ୍ୱଶାସ୍ତ୍ର; ଯେଉଁ ଶାସ୍ତ୍ରଦ୍ୱାରା ଅଶ୍ୱମାନଙ୍କର ଲକ୍ଷଣ ଓ ରୋଗାଦି ସ୍ଥିର କରାଯାଇ ତହିଁର ପ୍ରତିକାର କରାଯାଏ — Veterinary science