ହୟ ମୁଖ Hayamukha

  • ସଂ. ବିଣ ପୁଂ (ବହୁବ୍ରୀହି; ହୟର ମୁଖପରି ମୁଖ ଯାହାର) — ହୟପରି ମୁଖବିଶିଷ୍ଟ — Having the face like that of a horse
  • ସଂ. ବି — ହୟଗ୍ରୀବ (ଦେଖ) — 2. Hayagriba (See)
  • ସଂ. ବି — ( 6 ଷ୍ଠୀ ତତ୍) ଘୋଡ଼ାର ମୁହଁ — (6ଷ୍ଠୀ ତତ୍) ଘୋଡ଼ାର ମୁହଁ—. The face of the horse