ହଡ଼ି Haṟḍ̠i

  • ଦେ. ବି — ହାଡ଼ — Bone
  • ଦେ. ବି — ପ୍ରତି ବନ୍ଧକ; ବାଧା — Obstacle; obstruction
  • ଦେ. ବି — [ଉ— ଅଟକଇ ପଦ, ନୁହଇ ହଡ଼ି—କବିସୂର୍ଯ୍ୟ, କବିତା।]