ହଡ଼ି ତୋଡ଼ିବା Haṟḍ̠i toṟḍ̠iba

  • ଦେ. କ୍ରି — ଗୁରୁତର ପ୍ରହାର ଦେଇ କୈଣସି ବ୍ଯକ୍ତିର ହାଡ଼ମାନଙ୍କୁ ଭାଙ୍ଗିବା — To break person's bones by excessive beating
  • ଦେ. କ୍ରି — ଗୁରୁତର ଓ ନିଷ୍ଠୁରଭାବରେ ମାଡ଼ ମାରିବା — To beat mercilessly