ହଡ଼ିକାଠ Haṟḍ̠i kāṭtha

  • ଦେ. ବି (ସଂ. ହଡ଼ି) — ହଡ଼ି (ସଂ.) (ଦେଖ) — Haṟḍ̠i (See)
  • ଦେ. ବି (ସଂ. ହଡ଼ି) — ପଶୁବଳି ଦେବାରେ ପଶୁର ବେକ କାଟିବାପାଇଁ ବ୍ଯବହୃତ ଯୂପକାଷ୍ଠ ଆଡ଼— କାଠ — A stake to cut the neck of the victims of a sacrifice