ହଡ଼ା ବେପାର Haṟḍ̠ā bepāra
- ଦେ. ବି — (ମନ୍ଦାର୍ଥ) ଗାଈ ବଳଦ କିଣି କଂସାଇକୁ ବିକିବା ବ୍ଯବସାୟ — Trade in cow and bullocks
- ଦେ. ବି — (ଲକ୍ଷଣାର୍ଥ) ଅତି ଜଘନ୍ୟ ବା ନିକୃଷ୍ଟ ବ୍ଯବସାୟ — Very mean or abominable profession
- ଦେ. ବି — [ଉ— ପଟନାହାକେ ଏ ହଡ଼ା ବେପାର କେତେଦିନୁ ଆରମ୍ଭ କଲେଣି। ଭିକାରିଚରଣ, ଯୌତୁକ।]