ହଡ଼ବଡ଼ ହେବା Haṟḍ̠a baṟḍ̠a hebā

  • ଦେ. କ୍ରି — ଘାବରା ହେବା; ଭୟତ୍ରସ୍ତ ହେବା — To be frightened
  • ଦେ. କ୍ରି — ଭୟରେ କମ୍ପିବା — To tremble with fear
  • ଦେ. କ୍ରି — ଭୟରେ ଅସ୍ଥିର ହେବା — To become restless through fear