ହଡ଼କମ୍ପ Hardakampa

  • ଦେ. ବି (ସଂ. ହୃତ୍କମ୍ପ) — ହଠାତ୍ ଭୟଯୋଗୁ ହୃତକମ୍ପ — Palpitation of the heart. throbbing of the heart (due to sudden fear.)
  • ଦେ. ବି (ସଂ. ହୃତ୍କମ୍ପ) — ଭୟ ଯୋଗୁ ଦେହ ଥରିବା — Shaking or shivering or trembling (through fear.)
  • ସଂ. ବିଣ. — ଭୀତ ତ୍ରସ୍ତ — Terrified