ହ୍ୱିପ୍ Hwip
- ବୈଦେ. ବି (ଇଂ) — ଚାବୁକ — Whip
- ବୈଦେ. ବି (ଇଂ) — କଚୁ— ଆନ୍ — Coachman
- ବୈଦେ. ବି (ଇଂ) — ବ୍ଯବସ୍ଥାପକ ସଭା ଆଦିରେ ଓ ପାର୍ଲିଆମେଣ୍ଟରେ ଗୋଟିଏ ଦଳର ମତମାନ ସଂଗ୍ରହ କରିବା ପାଇଁ ସେହି ଦଳ ଦ୍ୱାରା ଭାରପ୍ରାପ୍ତ ସଭ୍ୟ — Whip (in an assembly and Parliament)
- ବୈଦେ. ବି (ଇଂ) — (ଦ୍ର—କୌଣସି ଗୁରୁତର ପ୍ରଶ୍ନ ବିଷୟରେ ଭୋଟ୍ ନିଆଯିବା ବେଳେ ଆପଣା ଦଳର ସଭ୍ୟମାନଙ୍କୁ ଡାକିଆଣି ଉପସ୍ଥିତ କରାଇବା; ଯେଉଁ ବିଷୟରେ ଯେଉଁ ସମୟରେ ଭୋଟ୍ ନିଆଯିବ, ଏ ବିଷୟ ଦଳର ସଭ୍ୟମାନଙ୍କୁ ଆଗରୁ ଜଣାଇବା, ଭୋଟ୍ ନିଆ ହେବା ସମୟରେ ଆପଣା ଦଳର ସଭ୍ୟ ସେ ସ୍ଥାନ ଛାଡ଼ି ଚାଲି ଯାଇ ନ ପାରିବେ, ଏଥିପ୍ରତି ଦୃଷ୍ଟି ରଖିବା ଓ ଆପଣା ଦଳର ସ୍ୱାର୍ଥରକ୍ଷା ପ୍ରତି ସତର୍କ ଦୃଷ୍ଟି ରଖିବା 'ହ୍ୱିପ୍'ଙ୍କ କର୍ତ୍ତବ୍ୟ ଅଟେ।)