ହ୍ୱାଇଟ୍ ହାଉସ୍ Hwāit hāus

  • ବୈଦେ. ବି. (ଇଂ; ଆକ୍ଷରିକ ଅର୍ଥ—ଧବଳ ଗୃହ) — ଆମେରିକାର ଯୁକ୍ତରାଜ୍ୟର ସଭାପତିଙ୍କ ବାସ— ଭବନର ନାମ — The white House, the official residence of the President of the United States of America