ହ୍ୱନ୍ତି Hwanti

  • ଦେ. (ପଦ୍ଯ) କ୍ରି — (ହୁଅନ୍ତି କ୍ରିୟାର ବିକଳ୍ପ ରୂପ) ହୁଅନ୍ତି — The alternate form of the verb Huanti (he or they) Are
  • ଦେ. (ପଦ୍ଯ) କ୍ରି — [ଉ—ଅତି ବ୍ୟାକୁଳ ହ୍ୱନ୍ତି ମହା ଶୋକେ—ପ୍ରାଚୀ, ନଳଚରିତ]