ହ୍ୟାଣ୍ଡ୍ ଭାଇସ୍ Hyāṇḍ-bhāis

  • ବୈଦେ. ବି. (ଇଂ) — ସୁନା ବା ରୂପାକୁ ଘଷାଘସି କରିବା ସମୟରେ ବଣିଆମାନେ ଯେଉଁ ଯନ୍ତ୍ରରେ ଚିପି ଧରନ୍ତି — Hand-vice of goldsmiths