ହ୍ୟସ୍ତନ Hyastana

  • ସଂ ବିଣ (ହ୍ୟଃ=ଗତକାଲି+ଭବାର୍ଥେ ତନ) — ପୂର୍ବଦିବସ— ସମ୍ବନ୍ଧୀୟ — 1. Relating to yesterday
  • ସଂ ବିଣ (ହ୍ୟଃ=ଗତକାଲି+ଭବାର୍ଥେ ତନ) — କାଲିକାର — Of yesterday
  • ସଂ ବିଣ (ହ୍ୟଃ=ଗତକାଲି+ଭବାର୍ଥେ ତନ) — ଗତ କାଲି ଜାତ — Produced yesterday
  • ସଂ ବିଣ (ହ୍ୟଃ=ଗତକାଲି+ଭବାର୍ଥେ ତନ) — ଗତକାଲି ପ୍ରାପ୍ତ — Got yesterday