ହ୍ଲାଦ୍ (ଧାତୁ) Hlād (root)

  • ସଂ — ଆମୋଦିତ ହେବା — To be overjoyed; to be glad
  • ସଂ — ସ୍ୱନ କରିବା — To make a sound
  • ସଂ — (ଆ ଓ ପ୍ର ଉପସର୍ଗ ସଙ୍ଗେ ଯୁକ୍ତ ହୋଇ ଏ ଧାତୁରୁ ପଦ ନିଷ୍ପନ୍ନ ହୁଏ;—ଯଥା, ଆହ୍ଲାଦ ପ୍ରହ୍ଲାଦ)।