ହ୍ରେଷିବା Hreshibā

  • ଦେ. କ୍ରି—(ପଦ୍ଯ) ସଂ. ହ୍ରେଷା) — (ଘୋଡ଼ା) ହେଁ ହେଁ ହେବା — To neigh
  • ଦେ. କ୍ରି—(ପଦ୍ଯ) ସଂ. ହ୍ରେଷା) — [ଉ—ହ୍ରେଷିଲେ ତୁରଙ୍ଗେ, ଗଜେ ଗର୍ଜିଲେ ଭୈରବେ। ରାଧାନାଥ, ମହାଯାତ୍ରା।]