ହ୍ରାଦ Hrāda
- ସଂ. ବି—(ହ୍ରାଦ୍ ଧାତୁ+ଭାବ) — ସ୍ୱନ; ରାବ; ରବ — Voice; sound
- ସଂ. ବି—(ହ୍ରାଦ୍ ଧାତୁ+ଭାବ) — ହିରଣ୍ୟକଶିପୁଙ୍କ ସର୍ବ— କନିଷ୍ଠ ପୁତ୍ରଙ୍କ ନାମ — Name of the youngest son of Hiraṇyakaṡipu
- ସଂ. ବି—(ହ୍ରାଦ୍ ଧାତୁ+ଭାବ) — [ଦ୍ର—ଅନ୍ଯ ପୁଅଙ୍କ ନାମ ପ୍ରହ୍ଲାଦ, ଅନୁହ୍ରାଦ ଓ ସଂହ୍ରାଦ]
- ସଂ. ବି—(ହ୍ରାଦ୍ ଧାତୁ+ଭାବ) — ମେଘଗର୍ଜ୍ଜନ (ହି. ଶ) — Roar of cloud; roar of thunder