ହ୍ରାଦିନୀ Hrādinī
- ସଂ. ବି—(ହ୍ରାଦିନ୍+ଈ) — ବିଦ୍ୟୁତ୍ (ଅମର) — Lightning
- ସଂ. ବି—(ହ୍ରାଦିନ୍+ଈ) — ବଜ୍ର (ଅମର) — Thunder
- ସଂ. ବି—(ହ୍ରାଦିନ୍+ଈ) — ନଦୀ (ଶବ୍ଦରତ୍ନ ବଳୀ) — River
- ସଂ. ବି—(ହ୍ରାଦିନ୍+ଈ) — ଶଲ୍ଲକୀ (ଶବ୍ଦରତ୍ନାବଳୀ) — Boswellia Serrata (tree)
- ସଂ. ବି—(ହ୍ରାଦିନ୍+ଈ) — ରାମାୟଣୋକ୍ତ ନଦୀ— ବିଶେଷ (ହି. ଶ) — Name of a river mentioned in the Ramayana
- ସଂ. ବି. ସ୍ତ୍ରୀ — ହ୍ରାଦୀର ସ୍ତ୍ରୀ ଲିଙ୍ଗ — Feminine of Hrādī