ହ୍ରସ୍ୱଦୀର୍ଘ ଜ୍ଞାନ Hraswadīrgha jñāna

  • ସଂ. ବି — ଛୋଟ ଓ ବଡ଼ ବିଷୟକ ଜ୍ଞାନ — Discrimination between small and big
  • ସଂ. ବି — ହ୍ରସ୍ୱ ଓ ଦୀର୍ଘ ବର୍ଣ୍ଣ ସମ୍ବନ୍ଧେ ଜ୍ଞାନ — Knowledge about short and long letters and sounds