ହ୍ରସ୍ୱତ୍ୱ Hraswatwa

  • ସଂ. ବି—(ହ୍ରସ୍ୱ+ଭାବ ତା, ତ୍ନ) — କ୍ଷୁଦ୍ରତା — Smallness
  • ସଂ. ବି—(ହ୍ରସ୍ୱ+ଭାବ ତା, ତ୍ନ) — ସ୍ୱଳ୍ପପ୍ରାଣତା — Shortness of pronunciation
  • ସଂ. ବି—(ହ୍ରସ୍ୱ+ଭାବ ତା, ତ୍ନ) — ହ୍ରାସ — Lessening