ହ୍ରସ୍ୱ ବର୍ଣ୍ଣ Hraswa barṇṇa

  • ସଂ. ବି — ହ୍ରସ୍ୱ ବା ସ୍ୱଳ୍ପପ୍ରାଣ ବର୍ଣ୍ଣ; ହ୍ରସ୍ୱ ସ୍ୱରବର୍ଣ୍ଣ ଓ ହ୍ରସ୍ୱ ସ୍ୱରବର୍ଣ୍ଣ ଯୁକ୍ତ ବ୍ୟଞ୍ଜନବର୍ଣ୍ଣ — Short letter