ହ୍ରସ୍ୱ ଦୀର୍ଘ Hraswadīrgha

  • ସଂ. ବିଣ.—(ବିପରୀତ ସହଚର ଶବ୍ଦ) — ଲଘୁ ଓ ଗୁରୁ; ଲଘୁ ପ୍ରାଣ ଓ ଦୀର୍ଘ ପ୍ରାଣ (ବର୍ଣ୍ଣ) — Short and long (vowels and letters)
  • ସଂ. ବିଣ.—(ବିପରୀତ ସହଚର ଶବ୍ଦ) — ଗେଡ଼ା ଓ ଡ଼େଙ୍ଗା — Dwarf and tall