ହ୍ରସ୍ୱ ଋ Ṛu

  • ସଂ. ବି. — ସ୍ବର୍ଗ — Heaven
  • ସଂ. ବି. — ବଚନ — Word
  • ସଂ. ବି. ସ୍ତ୍ରୀ — ଦେବମାତା; ଅଦିତି — The mother of the Gods; Aditi
  • ସଂ. ଅ — ହାସ୍ୟ — Laughter
  • ସଂ. ଅ — ପରିହାସ — Jest
  • ସଂ. ଅ — ନିନ୍ଦା — Blame
  • ସଂ. ଅ — ପ୍ରାପ୍ତି — Attainment