ହ୍ରସିଷ୍ଠ Hrasishṭha

  • ସଂ. ବିଣ.—(ହ୍ରସ୍ୱ+ଅତିଶୟାର୍ଥେ ଇଷ୍ଠ) — ଅତିଶୟ ହ୍ରସ୍ୱ — Very small or little; infinitesimal
  • ସଂ. ବିଣ.—(ହ୍ରସ୍ୱ+ଅତିଶୟାର୍ଥେ ଇଷ୍ଠ) — କ୍ଷୁଦ୍ରତମ — Smallest