ହ୍ରସିମା Hrasrmā

  • ସଂ. ବି—(ହ୍ରସ୍ୱ+ଇମନ୍; ନିପାତନ; ହ୍ରସିମନ୍ ଶବ୍ଦ 1 ମା 1 ବ) — ଲଘୁତା; ହ୍ରସ୍ୱତା; କ୍ଷୁଦ୍ରତା — Smallness; littleness; shortness
  • ସଂ. ବି—(ହ୍ରସ୍ୱ+ଇମନ୍; ନିପାତନ; ହ୍ରସିମନ୍ ଶବ୍ଦ 1 ମା 1 ବ) — ଖର୍ବତା; ବାଙ୍ଗରପଣ — Dwarfness