ହୋହା Hohā

  • ଦେ. ବି. (ଧ୍ୱୁନ୍ୟନୁକରଣ) — ବହୁଲାକଙ୍କ ମିଳିତ ଉଚ୍ଚୈଃସ୍ୱର, ଘୋଓଘା; ଗଣ୍ଡଗୋଳ; ହଟ୍ଟଗୋଳ — Noise; uproar hubbub
  • ଅ — ପକ୍ଷୀ ଓ ମାଙ୍କଡ଼ ଆଦିଙ୍କୁ ହୁରୁଡ଼ାଇବାର ଧ୍ୱନି — Interjection used in scaring away monkeys etc