ହୋସେନ୍ Hosen

  • ବୈଦେ. ବି. (ଫା.ନାମ) (ଫା. ହୁସେନ୍) — ମୁସଲମାନଙ୍କ ନାମ — A name amongst the mohomedans
  • ବୈଦେ. ବି. (ଫା.ନାମ) (ଫା. ହୁସେନ୍) — ହଜରତ୍ ମହମ୍ମଦଙ୍କ କନ୍ୟା ଫାତ୍ମା ଜୋହୋରାଙ୍କ ସାନ ପୁଅ — The youngest son of Fatmā johorā the daughter of Mohammed