ହୋସେନ୍ ସା Hosen sā
- ବୈଦେ. ବି. (ନାମ) — ବଙ୍ଗର ଜନୈକ ପ୍ରାଚୀନ ମୁସଲମାନ ରାଜା — Name of an ancient Mohamedan king of Bengal. [1493-1519 A. D.]
- ବୈଦେ. ବି. (ନାମ) — [ଦ୍ର—ଏ ପ୍ରଥମେ ହୋସେନ୍ ଖାଁ ନାମରେ ବଙ୍ଗର ସ୍ୱାଧୀନ ହିନ୍ଦୁ ରାଜା ସୁବୁଦ୍ଧିରାୟଙ୍କ ସେନାପତି ଥିଲେ। ଏ ଖ୍ରୀ. 1493 ରେ ସୁବୁଦ୍ଧିଙ୍କୁ ପରାଜିତ କରି ହୋସେନ୍ସା ନାମରେ ଆପଣାକୁ ବଙ୍ଗର ରାଜା ବୋଲି ଘୋଷଣା କଲେ ଓ 1519 ପର୍ଯ୍ୟନ୍ତ ରାଜତ୍ୱ କଲେ। ଏହାଙ୍କ ବଂଶଧରମାନେ 1536 ସାଲରେ ସେର୍ସାହାଙ୍କ ଦ୍ୱାରା ବଙ୍ଗର ସିଂହାସନରୁ ବିତାଡ଼ିତ ହେଲେ।] — [ଦ୍ର—ଏ ପ୍ରଥମେ ହୋସେନ୍ ଖାଁ ନାମରେ ବଙ୍ଗର ସ୍ୱାଧୀନ ହିନ୍ଦୁ ରାଜା ସୁବୁଦ୍ଧିରାୟଙ୍କ ସେନାପତି ଥିଲେ ଏ ଖ୍ରୀ.1493ରେ ସୁବୁଦ୍ଧିଙ୍କୁ ପରାଜିତ କରି ହୋସେନ୍ସା ନାମରେ ଆପଣାକୁ ବଙ୍ଗର ରାଜା ବୋଲି ଘୋଷଣା କଲେ ଓ1519ପର୍ଯ୍ୟନ୍ତ ରାଜତ୍ୱ କଲେ ଏହାଙ୍କ ବଂଶଧରମାନେ1536ସାଲରେ ସେର୍ସାହାଙ୍କ ଦ୍ୱାରା ବଙ୍ଗର ସିଂହାସନରୁ ବିତାଡ଼ିତ ହେଲେ]