ହୋଲି ଗୀତ Holi gīta
- ଦେ. ବି — ହୋଲି ଉତ୍ସବ ଉପଲକ୍ଷରେ ବୋଲାଯିବା ରାଧାକୃଷ୍ଣ ବିଷୟକ ଆଦିରସାତ୍ମକ (ଅଧିକାଂଶ ସ୍ଥଳରେ ଅଶ୍ଳୀଳ) ଗାନ — Songs sung during the Holi festival
- ଦେ. ବି — [ଦ୍ର—ଏହା ମାରୁଆଡ଼ିମାନଙ୍କ ଦେଶରେ ବିଶେଷ ପ୍ରଚଳିତ ଓ ସେ ଉତ୍ସବରେ ମାରୁଆଡ଼ିମାନେ ଏପରି କାଣ୍ଡଜ୍ଞାନ ଶୂନ୍ଯ ହୁଅନ୍ତି ଯେ, ସେମାନଙ୍କ ପରିବାରର କୁଳବଧୂମାନେ ମେଳ ବାନ୍ଧି ଅନ୍ତଃପୁରରୁ ବାହାରକୁ ବାହାରି ଚିତ୍କାର ପୂର୍ବକ ଅଶ୍ଳୀଳ ଗୀତମାନ ବୋଲନ୍ତି ଓ ଏହି ଅଶ୍ଳୀଳ ଗାନ ପ୍ରଥା ତାଙ୍କ ଦେଖାଦେଖି ବଙ୍ଗ ଦେଶରେ ଓ ସେଠାରୁ ଆସି କ୍ରମେ କ୍ରମେ ଓଡ଼ିଶାରେ ପଶିଅଛି।)