ହୋଲି ଖେଳ Holi kheḻa

  • ଦେ. ବି. — ଦୋଳ ଯାତ୍ରା ସମୟରେ ପରସ୍ପର ପିଚିକାରୀ ମରାମରି ଓ ଅବିର ଫୋପଡ଼ା ଫୋପଡ଼ି ହୋଇ କରାଯିବା କ୍ରୀଡ଼ା କୌତୁକ — Mutual throwing of red dust and syringing with coloured water during the 'Holi' festival