ହୋଲାକାଧିକରଣ ନ୍ୟାୟ Holākādhikaraṇa nyāya

  • ସଂ. ନ୍ଯାୟ — ଏକ ଦେଶରେ ପ୍ରଚଳିତ ଆଚାରକୁ ଅନୁକରଣ କରି ଅନ୍ଯ ଦେଶବାସୀମାନେ ତାହା କର୍ତ୍ତବ୍ୟ ବୋଲି ଜ୍ଞାନ କରି ଗ୍ରହଣ ଓ ପାଳନ କରିବା ସ୍ଥଳରେ ବ୍ଯବହୃତ ନ୍ଯାୟ (ଦାୟ ଭାଗ) — An analogy used in cases where a people of one locality copy a custom of another locality