ହୋଲଟାଇମ୍ ଚାକିରି Hol ṭāim chākiri

  • ଦେ. ବି — ଯେଉଁ ଚାକିରିରେ ଭୃତ୍ୟକୁ ଦିନରାତି 24 ଘଣ୍ଟାକାଳ ପ୍ରଭୁଙ୍କ ଆଜ୍ଞାବହ ହୋଇ ରହିବାକୁ ପଡ଼େ — ଯେଉଁ ଚାକିରିରେ ଭୃତ୍ୟକୁ ଦିନରାତି24ଘଣ୍ଟାକାଳ ପ୍ରଭୁଙ୍କ ଆଜ୍ଞାବହ ହୋଇ ରହିବାକୁ ପଡ଼େ—Whole time service