ହୋମ୍ ରୁଲ୍ Hom rul

  • ବୈଦେ. ବି (ଇଂ) — ସ୍ୱରାଜ୍; ଦେଶୀୟ ବ୍ଯକ୍ତିମାନଙ୍କ ଦ୍ୱାରା ସ୍ୱରାଜ୍ୟ ଶାସନ — Home rule; Swarāj
  • ବୈଦେ. ବି (ଇଂ) — [ଦ୍ର—ସ୍ୱର୍ଗତା ଆନୀବେସାଣ୍ଟ—ଭାରତବାସୀଙ୍କ ସ୍ୱାୟତ୍ତଶାସନ ଦାବୀ କରିବା ପାଇଁ ଭାରତରେ ହୋମ୍ ରୁଲ ଲୀଗ୍ ନାମରେ ଗୋଟିଏ ସଙ୍ଘ ସ୍ଥାପନ କରିଥିଲେ। ବର୍ତ୍ତମାନ କଂଗ୍ରେସଙ୍କ ପ୍ରଚାରିତ 'ସ୍ୱରାଜ' ଆନ୍ଦୋଳନ ସେହି ହୋମ୍ରୁଲ ନୀତିର ଚରମ ପରିଣତ ଅଟେ।]