ହୋମ ଭସ୍ମ Homa bhasma

  • ସଂ ବି — ହୁତ ଭସ୍ମ; ହୋମାଗ୍ନି ଲିଭିଯିବା ପରେ ହୋମକୁଣ୍ଡରେ ରହିଯିବା ପାଉଁଶ — Ashes remaining after the extinction of the Homa-Fire