ହୋମ ପାତ୍ର Homa pātra

  • ସଂ. ବି — ହୋମ ଉପଲକ୍ଷରେ ଘୃତ ଓ ଜଳ ଆଦି ରଖାଯିବା ପାଇଁ ଓ ଆହୁତି ଦିଆ ଯିବାରେ ବ୍ଯବହୃତ ପାତ୍ର [ଯଥା—ସ୍ରୁବ, ସ୍ରୁଚ] — Spoons and cups used in Homa