ହୋମ ଧେନୁ Home dhenu

  • ସଂ. ବି (ମ. ପ. ଲୋ) — ଯେଉଁ ଗାଈର ଦୁଧରୁ ପ୍ରସ୍ତୁତ ଘୃତ ହୋମରେ ଲାଗେ ଓ ହୋମ ଘିଅ ଯୋଗାଇବା ପାଇଁ ଯେଉଁ ଗାଈ ରଖାଯାଇଥାଏ — A cow kept for the express purpose of supplying ghee for the Homa