ହୋମ ଘିଅ Home ghia
- ଦେ. ବି — ହୋମ ଘୃତ; ହୋମ ନିମନ୍ତେ ଅର୍ଥାତ୍ ଆହୁତି ଦେବା ପାଇଁ ଆବଶ୍ୟକ ଘୃତ — Ghee intended for Home
- ଦେ. ବି — [ଦ୍ର—ହୋମ ଘିଅ କୁକୁର ଖାଇବା ବା ହୋମ ଘିଅ କୁକୁରକୁ ଦେବା—ଦେ. ପ୍ରବଚନ; ଦେବତାଙ୍କ ଉଦ୍ଦେଶ୍ୟରେ ଲାଗିବା ପାଇଁ ଯେଉଁ ଘିଅ ଆସିଥାଏ, ତାହା କୁକୁର ପରି ହୀନ ଜୀବର ଖାଇବାଭଳି, ସତ୍କାର୍ଯ୍ୟ ପାଇଁ ଉତ୍ସୃଷ୍ଟ ପଦାର୍ଥ ଅସତ୍ କାର୍ଯ୍ୟରେ ଲାଗିଲେ, କିମ୍ବା ଦେବତାଙ୍କ ଓ ମହତ୍ ବ୍ଯକ୍ତିଙ୍କ ଉପଭୋଗ୍ୟ ବସ୍ତୁକୁ ହୀନ ବ୍ଯକ୍ତି ଉପଭୋଗ କଲେ ଏହି ଉଲ୍ଲାଖବଚନ ବୋଲାଯାଏ।]