ହୋତ୍ରୀ Hotrī

  • ସଂ. ବି ଓ ବିଣ — (ପୁଂ)—(ହୋତ୍ର+ଇନ୍, 1 ମା 1 ବ) —ହୋତା (ଦେଖ) — (ପୁଂ)—(ହୋତ୍ର+ଇନ୍,ମାବ) —ହୋତା (ଦେଖ)—. Hotā (See)
  • ସଂ. ବି ଓ ବିଣ — (ସ୍ତ୍ରୀ) —ହୋତାର ସ୍ତ୍ରୀଲିଙ୍ଗ — Feminine of Hotā
  • ସଂ. ବି ଓ ବିଣ — (ସ୍ତ୍ରୀ)—ଶିବଙ୍କର ଅଷ୍ଟମୂର୍ତ୍ତି ମଧ୍ୟରୁ ଗୋଟିଏ; ଯଜମାନରୂପା ଶିବଙ୍କ ମୂର୍ତ୍ତି (ଅଭିଜ୍ଞାନ ଶକୁନ୍ତଳା।) — An incarnation of Ṡiba in which he is said to have had vedic sacrifice performed