ହୋତ୍ରୀୟ Hotrīya

  • ସଂ. ବିଣ—(ହୋତ୍ର+ଈୟ) — ହୋତ୍ର ବା ହୋମ ସମ୍ବନ୍ଧୀୟ — Relating to Homa
  • ସଂ. ବିଣ—(ହୋତ୍ର+ଈୟ) — (ହୋତୃ+ ଈୟ)—ହୋତା ସମ୍ବନ୍ଧୀୟ — Relating to Hotā
  • ବି — ହବିର୍ଗେହ; ହୋମଶାଳା (ହେମଚନ୍ଦ୍ର) — A room where Homa is performed
  • ବି — ହବ୍ୟ ବା ଯଜ୍ଞଘୃତ ରଖିବାର ଗୃହ — A room for storing ghee for Homa