ହୋଟଲ୍ ଖାନା HoṭaI Khānā

  • ବୈଦେ. ବି (ଇଂ. ହୋଟେଲ୍ ଓ ଫା. ଖାନା ଘର) — ହୋଟଲ୍ ଘର — Hotel house
  • ବୈଦେ. ବି (ଇଂ. ହୋଟେଲ୍ ଓ ଫା. ଖାନା ଘର) — ହୋଟେଲ୍ — Hotel
  • ବୈଦେ. ବି (ଇଂ. ହୋଟେଲ୍ ଓ ଫା. ଖାନା ଘର) — ଯେଉଁଠାରେ ବହୁ ଲୋକଙ୍କ ଖାଦ୍ୟ ପାକ ହୁଏ — A place where food is cooked for a number of people
  • ବୈଦେ. ବି (ଇଂ. ହୋଟେଲ୍ ଓ ଫା. ଖାନା ଘର) — ହୋଟେଲରେ ରନ୍ଧା ହୋଇଥିବା ଖାଦ୍ୟ — Food cooked in a hotel
  • ବୈଦେ. ବି (ଇଂ. ହୋଟେଲ୍ ଓ ଫା. ଖାନା ଘର) — [ଦ୍ର—ଆମଦେଶରେ ହୋଟେଲ୍ରେ ସାହେବ ଓ ପାଶ୍ଚାତ୍ୟ ସଭ୍ୟ ବାବୁମାନଙ୍କ ପାଇଁ ଆମିଷାହାର ପ୍ରସ୍ତୁତ ହୁଏ ଓ ଜାତି ବିଚାର ନ ଥାଏ ଏଥିପାଇଁ ରକ୍ଷଣଶୀଳ ହିନ୍ଦୁମାନେ ହୋଟେଲ୍ର ଖାନା ଖାଇବାକୁ ଘୃଣା କରନ୍ତି। କିନ୍ତୁ ଦାକ୍ଷିଣାତ୍ୟରେ ହିନ୍ଦୁ ହୋଟେଲ୍ ମାନଙ୍କରେ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ।]