ହୋ ରେ ମାତିବା Hore mātibā

  • ଦେ. କ୍ରି — ଘୋଘାରେ ଯୋଗଦେବା — To join in a noise
  • ଦେ. କ୍ରି — ବୃଥା ଗଣ୍ଡଗୋଳରେ ଲିପ୍ତ ହେବା — To run after the Wild goose
  • ଦେ. କ୍ରି — ନିଷ୍ଫଳ ବିଷୟରେ ମାତିବା — To be engaged in a fruitless task