ହୈୟଙ୍ଗବୀନ Ha̲i̱ṅgabīna
- ସଂ. ବି—(ହ୍ୟଃ=ଗତକାଲି+ଗୋ+ଉଦ୍ଭବାର୍ଥେ ଇନ, ନିପାତନ ସିଦ୍ଧ) — ସଦ୍ୟଃ ଗୋଦୋହନଭବ ଘୃତ (ଅମର); ଗତକାଲି ଗାଈ ଦୁହାଁ ଯାଇଥିବା ଦୁଧକୁ ମହି ପକାଇ ବସାଦହି କରି ତହଁରୁ ଆଜି ସକାଳେ ଲହୁଣି ବାହାର କରି ସେହି ଲହୁଣୀରୁ ଯେଉଁ ଘିଅ ହୁଏ — Ghee prepared from yesterday's milk
- ସଂ. ବି—(ହ୍ୟଃ=ଗତକାଲି+ଗୋ+ଉଦ୍ଭବାର୍ଥେ ଇନ, ନିପାତନ ସିଦ୍ଧ) — ନବନୀତ; ଲହୁଣୀ (ରତ୍ନମାଳା, ରାଜ ନିର୍ଘଣ୍ଟ) — Butter