ହୈମନ୍ତିକ Ha̲i̱mantika
- ସଂ. ବିଣ—(ହେମନ୍ତ+ଭବାର୍ଥେ ଇକ) — ହେମନ୍ତ କାଳ ଜାତ — Growing in the Hemanta season
- ସଂ. ବିଣ—(ହେମନ୍ତ+ଭବାର୍ଥେ ଇକ) — ହେମନ୍ତକାଳୀନ — Relating to Hemanta
- ସଂ. ବିଣ—(ହେମନ୍ତ+ଭବାର୍ଥେ ଇକ) — ଶାରଦ ଧାନ; ଶାଳୀ ଧାନ (ତିଥ୍ୟାଦି ତତ୍ତ୍ୱ) — The early winter paddy