ହୈତୁକ Ha̲i̱tuka
- ସଂ. ବିଣ. ପୁଂ—(ହେତୁ+କ) — ସଦ୍ଯୁକ୍ତି ବ୍ଯବହାରୀ (ବ୍ଯକ୍ତି) (ମନୁ) — Using good reasonings or arguments
- ସଂ. ବିଣ. ପୁଂ—(ହେତୁ+କ) — ଯୁକ୍ତିଦ୍ୱାରା ସତ୍କର୍ମରେ ସନ୍ଦେହକାରୀ (ବିଷ୍ଣୁପୁରାଣ) — A person who by reasoning doubts good works
- ସଂ. ବିଣ. ପୁଂ—(ହେତୁ+କ) — ହେତୁ ବା କାରଣ ସମ୍ବନ୍ଧୀୟ — Relating to cause
- ସଂ. ବିଣ. ପୁଂ—(ହେତୁ+କ) — ଯୁକ୍ତି ସମ୍ବନ୍ଧୀୟ — Relating to reasoning