ହେୟ କରିବା Heya karibā

  • ଦେ. କ୍ରି — ତୁଚ୍ଛ କରିବା; ଘୃଣା କରିବା — To treat with contempt
  • ଦେ. କ୍ରି — ତ୍ୟାଗ କରିବା; ଅଗ୍ରାହ୍ୟ କରିବା; ଗ୍ରହଣ ନ କରିବା — To reject; to abandon