ହେଡ଼୍ ଲାଇଟ୍ Heḍ lāiṭ

  • ବୈଦେ. ବି—(ଇଂ) — ମଟର୍ ବା ରେଳଗାଡ଼ି ଆଦିର ସାମନାରେ ଥିବା ଖୁବ୍ ଉଜ୍ଜ୍ୱଳ ଆଲୁଅ (ଯାହାଦ୍ୱାରା ଆଗର ସବୁପଦାର୍ଥ ସ୍ପଷ୍ଟରୂପେ ଦେଖାଯାଏ) — Head- light