ହେଡ଼୍ ମ୍ୟାନ୍ Hed myān

  • ବୈଦେ. ବି (ଇଂ) — ଗ୍ରାମର ମୁଖିଆ ବ୍ଯକ୍ତି; ଯେ ଗ୍ରାମବାସୀମାନଙ୍କ ପକ୍ଷରୁ ପ୍ରତିନିଧି ସ୍ୱରୂପ ରାଜ କର୍ମଚାରୀଙ୍କ ସଙ୍ଗେ ସମ୍ପର୍କ ରଖନ୍ତି — Village headman
  • ବୈଦେ. ବି (ଇଂ) — ଜାତି— ଭାଇଙ୍କ ମଧ୍ୟରେ ସର୍ଦ୍ଦାର — Headman of a caste-guild