ହେଡ଼୍ (ଧାତୁ) Heḍ (root)

  • ସଂ. — ବେଷ୍ଟନ କରିବା (ଦୁର୍ଗାଦାସ) — To envelop; to surround
  • ସଂ. — ବାଡ଼ ଘେରାଇବା; ବାଡ଼ ବୁଜିବା — To fence round
  • ସଂ. — ଘୃଣା କରିବା — To hate; to express contempt
  • ସଂ. — ଅବଜ୍ଞା କରିବା — To disregard; to slight
  • ବୈଦେ. ବି. (ଇଂ) — ବିଭାଗ; ହେଡ଼ିଙ୍ଗ୍ — Head; item; heading
  • ବୈଦେ. ବି. (ଇଂ) — (ଯଥା—ଏ ଖରଚ କେଉଁ ହେଡ଼ରେ ଲେଖାଯିବ?)
  • ବୈଦେ. ବି. (ଇଂ) — ମସ୍ତିଷ୍କ; ବୁଦ୍ଧି — Brain; intellect
  • ବୈଦେ. ବି. (ଇଂ) — (ଯଥା—ଏ ପିଲାଟାର ଗଣିତରେ ଭାରି ହେଡ଼୍ ଅଛି)
  • ବିଣ—(ଅନ୍ଯ ଶବ୍ଦ ପୂର୍ବେ ଯୁକ୍ତ ହୁଏ) ନେତୃ ସ୍ଥାନୀୟ — Headi principal; chief
  • ବିଣ—(ଅନ୍ଯ ଶବ୍ଦ ପୂର୍ବେ ଯୁକ୍ତ ହୁଏ) (ଦ୍ର—ଏହି ଇଂରାଜି ଶବ୍ଦ ଅନ୍ଯ ଇଂରାଜି, ଯାବନିକ ଓ ସଂସ୍କୃତୋଦ୍ଭବ ଶବ୍ଦ ପୂର୍ବେ ଯୁକ୍ତ ହୋଇ ବ୍ଯବହୃତ ହୁଏ। ଯଥା—ହେଡ଼୍ ମାଷ୍ଟର୍, ହେଡ଼୍ ମୌଲବୀ ହେଡ୍ ପଣ୍ଡିତ ଇତ୍ୟାଦି)